ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶକ୍ତି ଏବଂ ସାମର୍ଥ୍ୟର ସମନ୍ୱୟ ଉପରେ ଗୁରୁତ୍ୱ ଦେଇ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ୧୯୯୮ର ଆଣବିକ ପରୀକ୍ଷଣକୁ ଆମ ଦେଶର ସଂକଳ୍ପର ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ଭାବେ ସ୍ମରଣ କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
13 MAY 2026 10:44AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜିର ଦିନରେ ପୋଖରାନରେ ଭାରତ ଦ୍ୱାରା କରାଯାଇଥିବା ଐତିହାସିକ ଆଣବିକ ପରୀକ୍ଷଣକୁ ସ୍ମରଣ କରି ଏହାକୁ ଆମ ଦେଶର ସଂକଳ୍ପର ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ୧୯୯୮ ମଇରେ ପରୀକ୍ଷା ପରେ ସମଗ୍ର ବିଶ୍ୱ ଭାରତ ଉପରେ ଚାପ ପକାଇଥିଲା, କିନ୍ତୁ ଆମେ ଦେଖାଇ ଦେଇଛୁ ଯେ କୌଣସି ଶକ୍ତି ଭାରତକୁ ସାମାନ୍ୟ ବଙ୍କା କରିପାରିବ ନାହିଁ", ଶ୍ରୀ ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ପଦ ସେୟାର କରିଛନ୍ତି –
‘‘ଏବଂ ପରସ୍ପରାପେକ୍ଷା ଶକ୍ତିଶକ୍ତିମତୋଃ ସ୍ଥିତା ।
ନ ଶିବେନ ବିନା ଶକ୍ତର୍ଣ୍ଣ ଶକ୍ତା ବିନା ଶିବଃ ।।’’
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
"୧୯୯୮ ମସିହାରେ ଆଜିର ଦିନରେ ଭାରତ ଯେଉଁ ପରମାଣୁ ପରୀକ୍ଷଣ କରିଥିଲା, ତାହା ବିଶ୍ୱକୁ ଦେଖାଇ ଦେଇଥିଲା ଯେ ଆମ ଦେଶର ଇଚ୍ଛାଶକ୍ତି କେତେ ଅତୁଟ! ମଇ ୧୧ ପରୀକ୍ଷଣ ପରେ ସାରା ବିଶ୍ୱର ଚାପ ଭାରତ ଉପରେ ଥିଲା, କିନ୍ତୁ ଆମେ ଦେଖାଇଲୁ ଯେ କୌଣସି ଶକ୍ତି ଭାରତକୁ ବକ୍ର କରି ପାରିବ ନାହିଁ।’’
‘‘ଏବଂ ପରସ୍ପରାପେକ୍ଷା ଶକ୍ତିଶକ୍ତିମତୋଃ ସ୍ଥିତା ।
ନ ଶିବେନ ବିନା ଶକ୍ତର୍ଣ୍ଣ ଶକ୍ତା ବିନା ଶିବଃ ।।’’
HS
(ରିଲିଜ ଆଡି: 2260892)
ପରିଦର୍ଶକ କାଉଣ୍ଟର : 15
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam