ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନିଃସ୍ୱାର୍ଥପର ଦାନର ଗୁଣକୁ ଉଜାଗର କରି ସଂସ୍କୃତ ଏକ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
23 APR 2026 10:02AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଃସ୍ୱାର୍ଥପର ଦାନର ଗୁଣ ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି:
‘‘ପଦ୍ମାକରଂ ଦିନକରୋ ବିକଚିକରୋତି ଚନ୍ଦ୍ରୋ ବିକାସୟତି କୈଶଚକ୍ରବାଳମ୍ ।
ନାଭ୍ୟର୍ଥିତୋ ଜଳଧରୋପି ଜଳଂ ଦଦାନି ସନ୍ତଃ ସ୍ବୟଂ ପରହିତେଷୁ କୃତାଭିଯୋଗଃ ।।’’
ସୁଭାଶିତମ୍ ବର୍ଣ୍ଣନା କରେ, "ସୂର୍ଯ୍ୟ କମଳ ଫୁଟିବାକୁ ସାହାଯ୍ୟ କରନ୍ତି, ଏବଂ ଚନ୍ଦ୍ର ଲିଲି ପାଇଁ ସମାନ କାମ କରନ୍ତି। ମେଘ ନିଜେ ପାଣି ବୃଷ୍ଟି କରନ୍ତି; ସେହିପରି, ମହାନ ଲୋକମାନେ କୌଣସି ଆଶା ନକରି ଅନ୍ୟମାନଙ୍କର ମଙ୍ଗଳ କରନ୍ତି।"
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
‘‘ପଦ୍ମାକରଂ ଦିନକରୋ ବିକଚିକରୋତି ଚନ୍ଦ୍ରୋ ବିକାସୟତି କୈଶଚକ୍ରବାଳମ୍ ।
ନାଭ୍ୟର୍ଥିତୋ ଜଳଧରୋପି ଜଳଂ ଦଦାନି ସନ୍ତଃ ସ୍ବୟଂ ପରହିତେଷୁ କୃତାଭିଯୋଗଃ ।।’’
HS
(ରିଲିଜ ଆଡି: 2255083)
ପରିଦର୍ଶକ କାଉଣ୍ଟର : 5
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam