ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସଂସ୍କୃତ ସୁଭାଷିତମ୍ ସେୟାର କରି ଶ୍ରଦ୍ଧେୟ ଡ. ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
01 APR 2026 10:37AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରଦ୍ଧେୟ ଡକ୍ଟର ଶ୍ରୀ ଶିବକୁମାର ସ୍ୱାମୀଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଶିକ୍ଷା, ସାମାଜିକ କଲ୍ୟାଣ ଏବଂ ଆଧ୍ୟାତ୍ମିକତା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଦେଶର ପ୍ରତ୍ୟେକ ପିଢ଼ିକୁ ନିଃସ୍ୱାର୍ଥପର ସେବା ଦିଗରେ ପ୍ରେରଣା ଯୋଗାଇବ।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ପଦ ସେୟାର କରିଛନ୍ତି :
‘‘ପିବନ୍ତି ନଦୟଃ ସ୍ବୟମେବ ନାମ୍ଭଃ
ସ୍ବୟଂ ନ ଖାଦନ୍ତି ଫଳାନି ବୃକ୍ଷାଃ ।
ନାଦନ୍ତି ଶସ୍ୟଂ ଖଳୁ ବାରିବାହାଃ
ପରୋପକାରାୟ ସନ୍ତା ବିଭୁତୟଃ ।।’’
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
"ମାନବତାର ଅନନ୍ୟ ଉପାସକ, ପବିତ୍ର ଡକ୍ଟର ଶ୍ରୀ ଶିବକୁମାର ସ୍ୱାମୀଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଅଭିବାଦନ! ଶିକ୍ଷା, ସାମାଜିକ କଲ୍ୟାଣ ଏବଂ ଆଧ୍ୟାତ୍ମିକତା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଯୋଗଦାନ ଦେଶର ପ୍ରତ୍ୟେକ ପିଢ଼ିକୁ ନିଃସ୍ୱାର୍ଥପର ସେବା ପାଇଁ ପ୍ରେରଣା ଯୋଗାଇବ।’’
‘‘ପିବନ୍ତି ନଦୟଃ ସ୍ବୟମେବ ନାମ୍ଭଃ
ସ୍ବୟଂ ନ ଖାଦନ୍ତି ଫଳାନି ବୃକ୍ଷାଃ ।
ନାଦନ୍ତି ଶସ୍ୟଂ ଖଳୁ ବାରିବାହାଃ
ପରୋପକାରାୟ ସନ୍ତା ବିଭୁତୟଃ ।।’’
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
HS
(ରିଲିଜ ଆଡି: 2248858)
ପରିଦର୍ଶକ କାଉଣ୍ଟର : 11
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam