ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସାମୂହିକ ପ୍ରୟାସର ଶକ୍ତିକୁ ପ୍ରତିଫଳିତ କରୁଥିବା ସଂସ୍କୃତ ଶୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
17 DEC 2025 9:04AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି -
"ଅଲ୍ପନାମପି ବସ୍ତୁନାଂ ସଂହତିଃ କାର୍ଯ୍ୟସାଧିକା।
ତୃଣୈର୍ଗୁଣତ୍ୱମାପନ୍ନୈର୍ ବଧ୍ୟନ୍ତେ ମତ୍ତଦନ୍ତିନଃ।"
ଏହି ସଂସ୍କୃତ ସୁଭାଷିତମ୍ର ଅର୍ଥ ହେଉଛି ଯେ ଛୋଟ ଛୋଟ ଜିନିଷଗୁଡ଼ିକୁ ମଧ୍ୟ, ଯେତେବେଳେ ଯୋଜନାବଦ୍ଧ ଭାବରେ ଏକାଠି କରାଯାଏ, ସେତେବେଳେ ବଡ ବଡ କାର୍ଯ୍ୟ ମଧ୍ୟ କରାଯାଇପାରେ , ଯେପରି ନଡ଼ାରେ ତିଆରି ରଶି ଶକ୍ତିଶାଳୀ ହାତୀମାନଙ୍କୁ ମଧ୍ୟ ଫସାଇ ଦେଇପାରେ।
ପ୍ରଧାନମନ୍ତ୍ରୀ X ରେ ଲେଖିଛନ୍ତି;
"ଅଲ୍ପନାମପି ବସ୍ତୁନାଂ ସଂହତିଃ କାର୍ଯ୍ୟସାଧିକା।
ତୃଣୈର୍ଗୁଣତ୍ୱମାପନ୍ନୈର୍ ବଧ୍ୟନ୍ତେ ମତ୍ତଦନ୍ତିନଃ॥"
*****
SPD
(रिलीज़ आईडी: 2238077)
आगंतुक पटल : 41
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam