ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ସାହର ଶକ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସଂସ୍କୃତ ସୁଭାଷି‍ତମ୍ ସେୟାର କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 05 MAR 2026 9:40AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ଯାହା ସଫଳତା ହାସଲ କରିବାରେ ଉତ୍ସାହ ଏବଂ ସଂକଳ୍ପର ଗୁରୁତ୍ୱ ଉପରେ ଆଲୋକପାତ କରିଛି।

ପ୍ରଧାନମନ୍ତ୍ରୀ ନିମ୍ନୋକ୍ତ ଶ୍ଳୋକଟି ସେୟାର କରିଛନ୍ତି –

‘‘ଉତ୍ସାହେ ବଳବାନାର୍ଯ୍ୟ ନାସ୍ତୁସ୍ତାହାତ୍‍ ପରଂ ବଳମ୍‍ ।

ସୋତ୍ସାହସ୍ୟାସ୍ତି ଲୋକୋସ୍ମିନ୍‍ ନ କିଞ୍ଚିଦପି ଦୁଲ୍ଭଭମ୍‍ ।।’’

ସୁଭାଷିତମ୍ ସୂଚିତ କରେ ଯେ ଉତ୍ସାହ ହେଉଛି ସବୁଠାରୁ ବଡ଼ ଶକ୍ତି । ଜଣେ ଉତ୍ସାହୀ ବ୍ୟକ୍ତିଙ୍କ ପାଇଁ ପ୍ରକୃତରେ କିଛି ଅସମ୍ଭବ ନୁହେଁ।

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

‘‘ଉତ୍ସାହେ ବଳବାନାର୍ଯ୍ୟ ନାସ୍ତୁସ୍ତାହାତ୍‍ ପରଂ ବଳମ୍‍ ।

ସୋତ୍ସାହସ୍ୟାସ୍ତି ଲୋକୋସ୍ମିନ୍‍ ନ କିଞ୍ଚିଦପି ଦୁଲ୍ଭଭମ୍‍ ।।’’

HS


(ରିଲିଜ ଆଡି: 2235652) ପରିଦର୍ଶକ କାଉଣ୍ଟର : 30