ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମୌଳିକ ଜ୍ଞାନର ସୁରକ୍ଷାର ଗୁରୁତ୍ୱ ଉପରେ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 FEB 2026 8:43AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜ୍ଞାନ ଏବଂ ଦୈନନ୍ଦିନ ଶୃଙ୍ଖଳାର ମୌଳିକ ମୂଳକୁ ରକ୍ଷା କରିବାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଗୁରୁତ୍ୱାରୋପ କରି ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ।
ବିପ୍ରୋ ବୃକ୍ଷସ୍ତସ୍ୟ ମୂଳଂ ଚ ସଂଧ୍ୟା ବେଦାଃ ଶାଖା ଧର୍ମକର୍ମାଣି ପତ୍ରମ୍ ।
ତସ୍ମାମ୍ନୁଳଂ ଯତ୍ନତେ ରକ୍ଷଣୀୟଂ ଛିନ୍ନେ ମୂଳେ ନୈବ ଶାଖା ନ ପତ୍ରମ୍ ।।
"ଜଣେ ଜ୍ଞାନୀ ବ୍ୟକ୍ତି ଏକ ଗଛ ଭଳି। ସେହି ଜ୍ଞାନ ବୃକ୍ଷର ମୂଳ ହେଉଛି ଦୈନନ୍ଦିନ ପୂଜା। ବେଦ ହେଉଛି ଏହାର ଶାଖା, ଏବଂ ଉତ୍ତମ କର୍ମ ହେଉଛି ଏହାର ପତ୍ର। ତେଣୁ, ମୂଳକୁ ଯତ୍ନର ସହିତ ସୁରକ୍ଷିତ ରଖିବା ଆବଶ୍ୟକ, କାରଣ ଯଦି ମୂଳ ନଷ୍ଟ ହୋଇଯାଏ, ତେବେ ଶାଖା କିମ୍ବା ପତ୍ର ବଞ୍ଚିବ ନାହିଁ ।’’
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
ବିପ୍ରୋ ବୃକ୍ଷସ୍ତସ୍ୟ ମୂଳଂ ଚ ସଂଧ୍ୟା ବେଦାଃ ଶାଖା ଧର୍ମକର୍ମାଣି ପତ୍ରମ୍ ।
ତସ୍ମାମ୍ନୁଳଂ ଯତ୍ନତେ ରକ୍ଷଣୀୟଂ ଛିନ୍ନେ ମୂଳେ ନୈବ ଶାଖା ନ ପତ୍ରମ୍ ।।
HS
(ରିଲିଜ ଆଡି: 2232719)
ପରିଦର୍ଶକ କାଉଣ୍ଟର : 6
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam