ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏକ ସଂସ୍କୃତ ସୁଭାଷିତମ୍ ସେୟାର କରି ଜ୍ଞାନର ଚିରନ୍ତନ ପୂର୍ଣ୍ଣତା ଉପରେ ପ୍ରତିଫଳନ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
20 FEB 2026 9:29AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ବିଷୟ ଉପରେ ଆଲୋକପାତ କରିଥିଲେ ଯେ, କିପରି ଅସୀମ ଜ୍ଞାନର ପୂର୍ଣ୍ଣତା ବଜାୟ ରଖିବା ସହିତ, ତାହା ସେୟାର କରିବା କିମ୍ବା ସମ୍ପ୍ରସାରିତ କରିବା ସତ୍ତ୍ୱେ, ତାହା ହ୍ରାସ ପାଇ ନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଦ୍ୟମାନ ଜ୍ଞାନରୁ ଶିଖିବା ଏବଂ ନୂତନ ଫଳାଫଳ ସୃଷ୍ଟି କରିବା ଅନ୍ତହୀନ ନୂତନ ସମ୍ଭାବନା ଏବଂ ନବସୃଜନ ସୃଷ୍ଟି କରୁଥିବାବେଳେ ମୂଳ ବୁଦ୍ଧି ସମାନ ରହିଥାଏ।
ଈଶା ଉପନିଷଦର କାଳଜୟୀ ଜ୍ଞାନର ଆହ୍ୱାନ କରି ପ୍ରଧାନମନ୍ତ୍ରୀ ପବିତ୍ର ସଂସ୍କୃତ ପଦକୁ ଉଦ୍ଧୃତ କରିଥିଲେ:
‘‘ପୂର୍ଣ୍ଣମଦଃ ପୂର୍ଣ୍ଣମିନ୍ଦ ପୂର୍ଣ୍ଣାତ୍ ପୂର୍ଣ୍ଣମୂଦଚ୍ୟତୋ
ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ ।।’’
HS
(रिलीज़ आईडी: 2231494)
आगंतुक पटल : 46
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam