ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରୟାସର ଶକ୍ତିକୁ ଉଚ୍ଚକିତ କରି ସଂସ୍କୃତ ସୁଭାଷିତମ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 19 JAN 2026 9:29AM by PIB Bhubaneswar

ଦେଶ ନିର୍ମାଣ ଲାଗି ରୀତିମତ ପ୍ରୟାସ କଠିନ ପରିଶ୍ରମକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ପରମ୍ପରାର କାଳଜୟୀ ପ୍ରଜ୍ଞାକୁ ଆବାହନ କରିଛନ୍ତି

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଥିଲେ ଯେ, ପ୍ରୟାସ ନକଲେ ଯାହା ବି କିଛି ମିଳିଛି ହଜି ଯାଇପାରେ, ଭବିଷ୍ୟତ ସୁଯୋଗ ବି ହାତଛଡା ହୋଇଯାଇପାରେ ରୀତିମତ ପ୍ରୟାସ ଫଳରେ ଫଳପ୍ରାପ୍ତି ହୋଇଥାଏ ସମୃଦ୍ଧି ସୁରକ୍ଷିତ ରୁହେ

ସଂସ୍କୃତ ସୁଭାଷିତମକୁ ଏକ୍ସରେ ଉଲ୍ଲେଖ କରି ମୋଦୀ ଲେଖିଛନ୍ତି ଯେ,

‘ଅନୁଥାନେ ଧ୍ରୁବୋ ନାଶଃ ପ୍ରାପ୍ତସ୍ୟାନାଗତସ୍ୟ  

ପ୍ରାପ୍ୟତେ ଫଳମୁଥାନାଲ୍ଲଭତେ ଚାର୍ଥସମ୍ପଦମ ।’

PBD


(ରିଲିଜ ଆଡି: 2229240) ପରିଦର୍ଶକ କାଉଣ୍ଟର : 27