ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୂଆଦିଲ୍ଲୀରେ ପୋଙ୍ଗଲ ପାଳନର କିଛି ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 14 JAN 2026 3:56PM by PIB Bhubaneshwar

ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଏଲ. ମୁଗୁଗାନଙ୍କ ବାସଭବନରେ ପୋଙ୍ଗଲ ପାଳନ ଉତ୍ସବର କିଛି ଝଲକକୁ ଆଜି ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି ।

ଟ୍ୱିଟରର ଅଲଗା ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି ଯେ,

‘କେନ୍ଦ୍ରମନ୍ତ୍ରୀ ଥିରୁ ଏଲ.ମୁରୁଗାନଜୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିବା ପୋଙ୍ଗଲ ପାଳନ ଉତ୍ସବର ଏହା ହେଉଛି କିଛି ଝଲକ ।’

‘ଥିରୁ ମୁରୁଗାନଜୀଙ୍କ ବାସଭବନରେ ପାଳିତ ହୋଇଥିବା ପୋଙ୍ଗଲ ଏହି ଉତ୍ସବର ମହନୀୟତାକୁ ପ୍ରତିପାଦିତ କରିଛି । ପ୍ରତି ବ୍ୟକ୍ତିଙ୍କ ଜୀବନରେ ଏହା ଆନନ୍ଦ ଭରିଦେଉ ।’   

PBD


(ରିଲିଜ ଆଡି: 2224251) ପରିଦର୍ଶକ କାଉଣ୍ଟର : 26