ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ୟୁଏଇ ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
19 JAN 2026 5:05PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ବିମାନବନ୍ଦରରେ ୟୁ. ଏ. ଇ. ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କୁ ସ୍ୱାଗତ କରିଥିଲେ।
ଏକ୍ସ ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:
"ୟୁ. ଏ. ଇ. ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ୍ ଜାୟେଦ ଅଲ ନାହ୍ୟାନଙ୍କୁ ସ୍ୱାଗତ କରିବା ପାଇଁ ମୁଁ ବିମାନବନ୍ଦରକୁ ଯାଇଥିଲି। ତାଙ୍କର ଏହି ଗସ୍ତ ଏକ ସୁଦୃଢ଼ ଭାରତ-ୟୁ. ଏ. ଇ. ବନ୍ଧୁତ୍ୱ ପ୍ରତି ତାଙ୍କର ଗୁରୁତ୍ୱକୁ ଦର୍ଶାଉଛି। ଆମର ଆଲୋଚନାକୁ ଅପେକ୍ଷା କରିଛୁ।
@MohamedBinZayed”
HS
(रिलीज़ आईडी: 2216280)
आगंतुक पटल : 5