ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସାନ୍ତାଳୀ ଭାଷାରେ ଭାରତୀୟ ସମ୍ବିଧାନର ଉନ୍ମୋଚନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 26 DEC 2025 9:30AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସାନ୍ତାଳୀ ଭାଷାରେ ଭାରତୀୟ ସମ୍ବିଧାନର ଉନ୍ମୋଚନକୁ ପ୍ରଶଂସା କରିଛନ୍ତିଶ୍ରୀ ମୋଦୀ କହିଥିଲେ ଯେ ଏହା ସାମ୍ବିଧାନିକ ସଚେତନତା ଏବଂ ଗଣତାନ୍ତ୍ରିକ ଅଂଶଗ୍ରହଣକୁ ଗଭୀର କରିବାରେ ସହାୟକ ହେବଶ୍ରୀ ମୋଦୀ କହିଥିଲେ, "ସାନ୍ତାଳୀ ସଂସ୍କୃତି ଏବଂ ଜାତୀୟ ପ୍ରଗତିରେ ସାନ୍ତାଳୀ ଲୋକଙ୍କ ଯୋଗଦାନକୁ ନେଇ ଭାରତ ଗର୍ବିତ।’’

ପ୍ରଧାନମନ୍ତ୍ରୀ 'ଏକ୍ସରେ ପୋଷ୍ଟ କରିଛନ୍ତି:

"ଏକ ପ୍ରଶଂସନୀୟ ପ୍ରୟାସ!

ସାନ୍ତାଳୀ ଭାଷାରେ ସମ୍ବିଧାନ ସାମ୍ବିଧାନିକ ସଚେତନତା ଏବଂ ଗଣତାନ୍ତ୍ରିକ ଅଂଶଗ୍ରହଣକୁ ଗଭୀର କରିବାରେ ସାହାଯ୍ୟ କରିବ

ସାନ୍ତାଳୀ ସଂସ୍କୃତି ଏବଂ ଜାତୀୟ ପ୍ରଗତିରେ ସାନ୍ତାଳୀ ଲୋକଙ୍କ ଅବଦାନ ପାଇଁ ଭାରତ ଅତ୍ୟନ୍ତ ଗର୍ବିତ ।’’

HS


(रिलीज़ आईडी: 2209024) आगंतुक पटल : 22
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Assamese , Bengali , Bengali-TR , Punjabi , Gujarati , Tamil , Telugu , Kannada , Malayalam