ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ଲଜିଷ୍ଟିକ୍ସ କ୍ଷେତ୍ରକୁ ରୂପାନ୍ତରିତ କରିବାରେ ୟୁନିଫାଏଡ୍ ଲଜିଷ୍ଟିକ୍ସ ଇଣ୍ଟରଫେସ୍ ପ୍ଲାଟଫର୍ମ (ULIP)ର ଭୂମିକାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 10 JUL 2023 9:27PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତରେ ଲଜିଷ୍ଟିକ୍ସ କ୍ଷେତ୍ରକୁ ରୂପାନ୍ତରିତ କରିବାରେ ୟୁନିଫାଏଡ୍ ଲଜିଷ୍ଟିକ୍ସ ଇଣ୍ଟରଫେସ୍ ପ୍ଲାଟଫର୍ମ (ULIP) ର ଭୂମିକାକୁ ପ୍ରଶଂସା କରିଛନ୍ତି।

କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଏକ ଟ୍ୱିଟ୍ ସେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି:

ଲଜିଷ୍ଟିକ୍ସ ପାଇଁ ସିଙ୍ଗଲ୍ ୱିଣ୍ଡୋ ପ୍ଲାଟଫର୍ମ ସାମଗ୍ରୀ ପରିବହନରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି। ଏହା କେବଳ ସମୟ ଏବଂ ଖର୍ଚ୍ଚ ବଞ୍ଚାଇବ ନାହିଁ , ବରଂ ଦେଶର ଆତ୍ମନିର୍ଭରଶୀଳତାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

 

sws


(ରିଲିଜ ଆଡି: 2188644) ପରିଦର୍ଶକ କାଉଣ୍ଟର : 30