ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷତ କରିଛନ୍ତି ସିକିମ୍‍ ରାଜ୍ୟପାଳ

प्रविष्टि तिथि: 04 NOV 2025 1:33PM by PIB Bhubaneshwar

ସିକିମର ରାଜ୍ୟପାଳ ଶ୍ରୀ ଓମ୍‍ ପ୍ରକାଶ ମାଥୁର ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। 
ପ୍ରଧାନମନ୍ତ୍ରୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି: 
"ସିକିମର ରାଜ୍ୟପାଳ ଶ୍ରୀ ଓମ୍‍ ପ୍ରକାଶ ମାଥୁର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ସାକ୍ଷାତ କରିଛନ୍ତି’’ । 
HS


(रिलीज़ आईडी: 2186473) आगंतुक पटल : 21
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Nepali , Marathi , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam