ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଛଟ ପୂଜାର ସନ୍ଧ୍ୟା ଅର୍ଘ୍ୟ ରୀତି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 27 OCT 2025 2:02PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛଟ ପୂଜାର ସନ୍ଧ୍ୟା ଅର୍ଘ୍ୟର ପବିତ୍ର ରୀତି ପାଇଁ ଦେଶବାସୀଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି

ଶ୍ରୀ ମୋଦୀ ଏହି ଅବସରରେ ଛଟ ମାତାଙ୍କ ପ୍ରତି ଉତ୍ସର୍ଗୀକୃତ ଭକ୍ତିଗୀତ ମଧ୍ୟ ଶେୟାର କରିଛନ୍ତି

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;

ସମଗ୍ର ଦେଶରେ ଶ୍ରଦ୍ଧାଳୁମାନଙ୍କୁ ଛଟ ମହାପର୍ବ ସନ୍ଧ୍ୟା ଅର୍ଘ୍ୟର ଅନେକ ଶୁଭକାମନା ଏହି ପବିତ୍ର ଅବସରରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବାର ପରମ୍ପରା ବେଶ ସ୍ୱତନ୍ତ୍ର ସୂର୍ଯ୍ୟଦେବଙ୍କ କୃପାରୁ ସମସ୍ତଙ୍କର କଲ୍ୟାଣ ହେଉ, ସମସ୍ତଙ୍କ ଜୀବନରେ ସୁଖ-ସମୃଦ୍ଧି ଏବଂ ସଫଳତା ରହୁ, ଏହା ମୋର କାମନା ଜୟ ଛଟି ମାତା !

https://m.youtube.com/watch?v=er0EO-Zp904

https://m.youtube.com/watch?v=OrlnX9zM5-k&pp=0gcJCR4Bo7VqN5tD

 

SR


(Release ID: 2182941) Visitor Counter : 5