PIB Headquarters
azadi ka amrit mahotsav

ଭାରତରେ ଜାହାଜ ନିର୍ମାଣର ପୁନରୁଦ୍ଧାର

Posted On: 14 OCT 2025 4:20PM by PIB Bhubaneshwar

ମୁଖ୍ୟାଂଶ

  • ସେପ୍ଟେମ୍ବର 2025ରେ 69,725 କୋଟି ଟଙ୍କାର ଜାହାଜ ନିର୍ମାଣ ଏବଂ ସାମୁଦ୍ରିକ ସଂସ୍କାର ଯୋଜନା ଶୁଭାରମ୍ଭ ହୋଇଛି।
  • 24,736 କୋଟି ଟଙ୍କାର ଜାହାଜ ନିର୍ମାଣ ଆର୍ଥିକ ସହାୟତା ଯୋଜନା ଜାତୀୟ ଜାହାଜ ନିର୍ମାଣ ମିଶନ ମାଧ୍ୟମରେ ଆର୍ଥିକ ସହାୟତା, ଜାହାଜ ଭାଙ୍ଗିବା କ୍ରେଡିଟ୍ ନୋଟ୍ ଏବଂ ଘରୋଇ ଉତ୍ପାଦନକୁ ପରିଚାଳନା କରାଯାଉଛି।
  • 25,000 କୋଟି ଟଙ୍କାର ସାମୁଦ୍ରିକ ବିକାଶ ପାଣ୍ଠି ନିବେଶ ଏବଂ ସୁଧ ପ୍ରୋତ୍ସାହନ ଉପରେ ଧ୍ୟାନ ଦେଉଛି।
  • ଜାହାଜ ନିର୍ମାଣ ବିକାଶ ଯୋଜନା 19,989 କୋଟି ଟଙ୍କାର ଜାହାଜ ନିର୍ମାଣ କ୍ଲଷ୍ଟର ପାଇଁ ପୁଞ୍ଜି ସହାୟତା, ବିପଦ କଭରେଜ୍ ଏବଂ କ୍ଷମତା-ନିର୍ମାଣ ପ୍ରଦାନ କରେ।
  • ଘରୋଇ ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ବଡ଼ ଜାହାଜକୁ ଭିତ୍ତିଭୂମି ମାନ୍ୟତା ପ୍ରଦାନ କରାଯାଇଛି।

 

ପରମ୍ପରା ଏବଂ ପ୍ରଯୁକ୍ତି ମାଧ୍ୟମରେ ଭାରତର ଜାହାଜ ନିର୍ମାଣ ପରିଦୃଶ୍ୟ ବିଶ୍ବସ୍ତରରେ ମାନ୍ୟତା ହାସଲ କରିବାକୁ ଯାଉଛି। ଭାରତରେ ସିନ୍ଧୁ ସଭ୍ୟତା କାଳରୁ ଜାହାଜ ନିର୍ମାଣ ଏବଂ ଜଳପଥରେ ବାଣିଜ୍ୟର ପରମ୍ପରା ରହିଆସିଛି। ଭାରତର ଜାହାଜ ନିର୍ମାଣ କ୍ଷେତ୍ର ଦୃଢ଼ ଆର୍ଥିକ ପ୍ରଭାବ ସୃଷ୍ଟି କରେ; ପ୍ରତ୍ୟେକ ନିବେଶ 6.4 ଗୁଣ ନିଯୁକ୍ତି ବୃଦ୍ଧି କରେ ଏବଂ 1.8 ଗୁଣ ପୁଞ୍ଜି ଲାଭ ପ୍ରଦାନ କରେ, ଯାହା ଅଭିବୃଦ୍ଧି ଓ ବିକାଶକୁ ଚାଳିତ କରିବାର ଶକ୍ତି ପ୍ରଦର୍ଶନ କରେ। ଏହି ଶିଳ୍ପ ଦୂରଦୂରାନ୍ତ, ଉପକୂଳ ଏବଂ ଗ୍ରାମାଞ୍ଚଳରେ ବୃହତ ପରିମାଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ସମ୍ଭାବନା ରଖିଛି। ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ଆଗକୁ ବଢ଼ାଇବାରେ ଏହାର ବିକାଶ ଏବଂ ପ୍ରୋତ୍ସାହନକୁ ଏକ ପ୍ରମୁଖ ବାହକ ଭାବରେ ପ୍ରାଥମିକତା ଦିଆଯାଉଛି।

ସ୍ୱାଧୀନତା ପରେ, ଜାହାଜ ନିର୍ମାଣ ମୁଖ୍ୟତଃ ସରକାରୀ କ୍ଷେତ୍ର ୟୁନିଟଗୁଡ଼ିକରେ କେନ୍ଦ୍ରିତ ଥିଲା। ଗତ ଦଶନ୍ଧି ମଧ୍ୟରେ, ଏହି କ୍ଷେତ୍ରରେ ଘରୋଇ ଜାହାଜ କମ୍ପାନୀଙ୍କ ପ୍ରବେଶ ସହିତ, ଭାରତର ଜାହାଜ ଏବଂ ସାମୁଦ୍ରିକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି । କ୍ରୁଜ୍ ପର୍ଯ୍ୟଟନ, ଆଭ୍ୟନ୍ତରୀଣ ଜଳ ପରିବହନ ଏବଂ ବନ୍ଦର ଭିତ୍ତିଭୂମିରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଘଟିଛି। ନଭେମ୍ବର 2024 ସୁଦ୍ଧା, ଭାରତରେ 1552ଟି ଜାହାଜ ରହିଛି ଯାହାର ମୋଟ୍ ଟନେଜ୍ 13.65 ନିୟୁତ ଟନ୍।

ସରକାର ଜାହାଜ ନିର୍ମାଣ ଆର୍ଥିକ ସହାୟତା ନୀତି ଜରିଆରେ ସବୁଜ ଇନ୍ଧନ କିମ୍ବା ହାଇବ୍ରିଡ୍ ପ୍ରପଲ୍ସନ ସିଷ୍ଟମ ବ୍ୟବହାର କରିବା ଲାଗି 20-30 ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଆରଓଏଫଆର ଯୋଜନା ଜରିଆରେ ଜାହାଜ ଅଧିଗ୍ରହଣ ପାଇଁ ସରକାରୀ ଟେଣ୍ଡରରେ ଭାରତୀୟ ଜାହାଜ କାରଖାନାଗୁଡ଼ିକୁ ପ୍ରାଥମିକତା ମିଳିଥାଏ। 200 କୋଟିରୁ କମ ମୂଲ୍ୟର ଜାହାଜକୁ ଭାରତୀୟ ଶିପୟାର୍ଡରୁ କିଣିବାକୁ ପ୍ରାଥମିକତା ଦିଆଯାଉଛି। ଗ୍ରିନ ଟଗ୍ ଟ୍ରାଞ୍ଜିସନ କାର୍ଯ୍ୟକ୍ରମରେ ଅଙ୍ଗାରକାମ୍ଳ ହ୍ରାସ ପାଇଁ ଟଗବୋଟ୍ ଅପରେସନକୁ ପ୍ରୋତ୍ସାହନ ଦିଆଯାଉଛି। ହରିତ ନୌକା ମାର୍ଗଦର୍ଶିକାରେ ଅନ୍ତର୍ଦେଶୀୟ ଜାହାଜ ପାଇଁ ସବୁଜ ପ୍ରଯୁକ୍ତିର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରାଯାଉଛି। ରଣନୀତିକ ସହଭାଗୀତା, ଭିତ୍ତିଭୂମି ବିସ୍ତାର ଏବଂ ଆର୍ଥିକ ସହଯୋଗ ମାଧ୍ୟମରେ ଭାରତ ଏହାର ଜାହାଜ ନିର୍ମାଣ ଓ ସାମୁଦ୍ରିକ କ୍ଷମତାକୁ ଆଗକୁ ବଢ଼ାଉଛି। ଏହି ପ୍ରୟାସଗୁଡ଼ିକର ଲକ୍ଷ୍ୟ ଘରୋଇ ଉତ୍ପାଦନକୁ ସୁଦୃଢ଼ ​​କରିବା, ବିଦେଶୀ ନୌବହର ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସମଗ୍ର କ୍ଷେତ୍ରରେ ଦୀର୍ଘସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା।

 

24,736 ଜାହାଜ ନିର୍ମାଣ ଆର୍ଥିକ ସହାୟତା ଯୋଜନା ମାଧ୍ୟମରେ ଘରୋଇ ଜାହାଜ ଚଳାଚଳ କ୍ଷମତା ଏବଂ ସାମୁଦ୍ରିକ ନବସୃଜନକୁ ପ୍ରୋତ୍ସାହନ ଦିଆଯାଉଛି।

 

Component 1: Financial Assistance

  1. Objective: Provides financial support to Indian shipyards to bridge cost disadvantages and promote competitiveness.
  1. Incentive Structure:
  • 15% assistance for vessels valued below ₹100 crore.
  • 20% assistance for vessels valued above ₹100 crore.
  • 25% assistance for green, hybrid, or specialized vessels.
  1. Domestic Value Addition: Minimum 30% domestic value addition required to qualify for incentives, encouraging local manufacturing.
  1. Financial Allocation: Total outlay of ₹20,554 crore approved, valid until March 2036

Component 2: Ship-breaking Credit Note

  1. Incentive Value: Credit note worth 40% of the vessel’s scrap value, applicable when scrapped at an Indian shipyard
  1. Utilization: Can be redeemed against the cost of building a new vessel in an Indian shipyard
  1. Flexibility: Notes are stackable, transferable, and valid for 3 years
  1. Budget Allocation: Total outlay of ₹4,001 crore for the scheme

Component 3: National Shipbuilding Mission

  1. Mission Leadership: Drive and oversee national shipbuilding initiatives across sectors
  1. Fund Management: Evaluate applications, verify claims, and ensure timely fund disbursement
  1. Procurement Coordination: Aggregate demand and enable structured, centralized procurement processes
  1. Global Partnerships: Identify and facilitate foreign collaborations to strengthen domestic capabilities
  1. Scheme Tenure: 10-year duration, with committed liabilities honored beyond the scheme period

ସାମୁଦ୍ରିକ ବିକାଶ ଯୋଜନାରେ 25,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାର ଲକ୍ଷ୍ୟ ହେଉଛି ଭାରତର ଏକ୍ଜିମ ବାଣିଜ୍ୟକୁ ସୁଦୃଢ଼ କରିବା।

Component 1: Maritime Investment Fund

  1. Fund Corpus: An initial allocation of ₹20,000 crore.
  1. Funding & Investors: Equity-based financing with additional investor contributions will anchor the Maritime Investment Fund’s capital structure.
  1. Strategic Focus Areas:
  • Expansion of Indian shipping capacity (tonnage).
  • Development of shipyards, ship repair facilities, and supporting industries.
  • Strengthening port and related infrastructure.
  • Promoting inland and coastal water transport to improve modal share.
  1. Financial Structure: Designed as a blended finance model to mobilize private sector investment alongside public funding.
  • 49% capital from the government at concessional rate.
  • 51% commercial capital sourced from multilateral lenders, port authorities along with sovereign funds.

Component 2: Interest Incentivization Fund

  1. Fund Corpus: ₹5,000 crore allocated for the initiative
  1. Scheme Duration: 10 years, valid up to March 2036
  1. Incentive Structure:
  • Interest incentive of up to 3%
  • Offered to banks and financial institutions
  • Applicable on loans extended to Indian shipyards
  1. Implementation: To be coordinated through designated implementing agencies.

 

ଜାହାଜ ନିର୍ମାଣ ବିକାଶ ଯୋଜନାରେ 19,989 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଉନ୍ନତ ଭିତ୍ତିଭୂମି, ସୁରକ୍ଷା ପଦକ୍ଷେପ ଏବଂ ବିପଦ ପରିଚାଳନା ମାଧ୍ୟମରେ ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦୀର୍ଘକାଳୀନ ସହାୟତା ଯୋଜନା କରାଯାଇଛି।

Shipbuilding Development Scheme

  1. Capital support for shipbuilding clusters:

 

  • Greenfield cluster: ₹9,930 crore
  • Brownfield capacity expansion: ₹8,261 crore
  1. Shipbuilding risk coverage: ₹1,443 crore
  1. Capability development initiatives: ₹305 crore
  1. Total corpus: ₹19,989 crore
  1. Duration: 10 years (up to March 2036)

 

ଆଇନଗତ, ନୀତିଗତ ଏବଂ ପ୍ରକ୍ରିୟା ସଂସ୍କାରର ଏକ ଅଂଶ ଭାବରେ, ସୁଲଭ ଆର୍ଥିକ ସହାୟତା ପାଇଁ ସହଜ ଉପଲବ୍ଧତାକୁ ସକ୍ଷମ କରିବା ଲାଗି ବଡ଼ ଜାହାଜଗୁଡ଼ିକୁ ଭିତ୍ତିଭୂମିର ମାନ୍ୟତା ଦିଆଯାଇଛିଚାହିଦା ଏକତ୍ରୀକରଣ ମାଧ୍ୟମରେ ଘରୋଇ ଜାହାଜ ନିର୍ମାଣକୁ ବୃଦ୍ଧି କରିବା ପାଇଁ ସମନ୍ୱିତ ପ୍ରୟାସ ଜାରି ରହିଛି।

Legal, Policy and Process Reforms

  1. Infrastructure Status for Large Ships granted on 19th September 2025 to facilitate access to long-term, low-cost financing.
  1. Demand Aggregation through Oil & Gas PSUs aims to build 110+ vessels in India over the next 10 years.
  1. Legal Reforms Introduced
  • Bills of Lading Act, 2025
  • Carriage of Goods by Sea Act, 2025
  • Coastal Shipping Act, 2025
  • Merchant Shipping Act, 2025
  • Indian Ports Act, 2025

 

ଏହି ସଂସ୍କାରଗୁଡ଼ିକ ଭାରତର ଜାହାଜ ଏବଂ ବନ୍ଦର ଭିତ୍ତିଭୂମିକୁ ବିଶ୍ୱ ମାନଦଣ୍ଡରେ ଉନ୍ନତ କରିବା, ଜାହାଜ ନିର୍ମାଣ ଏବଂ ସାମୁଦ୍ରିକ କ୍ଷମତାରେ ଯଥେଷ୍ଟ ନିଯୁକ୍ତି, ନିବେଶ ଏବଂ ପ୍ରସାର ଆଣିବା ଲକ୍ଷ୍ୟ ରଖିଛି। ନବସୃଜନ, ସ୍ଥିରତା ଏବଂ ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଇ ଏହି କ୍ଷେତ୍ର ସାମୁଦ୍ରିକ ଭାରତ ସଂକଳ୍ପ 2030ରେ ଉଲ୍ଲିଖିତ ରଣନୀତିକ ଲକ୍ଷ୍ୟ ପୂରଣ କରିବା ପାଇଁ ଉନ୍ନତ ସ୍ଥିତିରେ ଅଛି। ଏହାବ୍ୟତୀତ, ଏହି ସମ୍ପ୍ରସାରଣ ବିକଶିତ ଭାରତ 2047ର ବ୍ୟାପକ ଜାତୀୟ ଆକାଂକ୍ଷା ସହିତ ସୁଗମ, ଆର୍ଥିକ ସ୍ଥିରତା, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱ ପ୍ରତିଦ୍ବନ୍ଦ୍ବିତାରେ ଯୋଗଦାନ କରୁଛି।

********

PS


(Release ID: 2179129) Visitor Counter : 4
Read this release in: English , Urdu , Gujarati