ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କେରଳ ମୁଖ୍ୟମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 OCT 2025 12:45PM by PIB Bhubaneshwar

 

କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଛି;

“କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ @pinarayivijayan ପ୍ରଧାନମନ୍ତ୍ରୀଙ୍କୁ @narendramodi ଭେଟିଛନ୍ତି ।”

SR


(ରିଲିଜ ଆଡି: 2177750) ପରିଦର୍ଶକ କାଉଣ୍ଟର : 69