ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆଣ୍ଡାମାନ ଓ ନିକୋବର ଦ୍ୱୀପର ଉପରାଜ୍ୟପାଳ
प्रविष्टि तिथि:
01 OCT 2025 9:31PM by PIB Bhubaneshwar
ଆଣ୍ଡାମାନ ଓ ନିକୋବର ଦ୍ୱୀପର ଉପରାଜ୍ୟପାଳ ଆଡମିରାଲ ଡି.କେ. ଯୋଶୀ (ଅବସରପ୍ରାପ୍ତ) ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଛି:
“ଆଣ୍ଡାମାନ ଓ ନିକୋବର ଦ୍ୱୀପର ଉପରାଜ୍ୟପାଳ ଆଡମିରାଲ ଡି.କେ. ଯୋଶୀ (ଅବସରପ୍ରାପ୍ତ) ପ୍ରଧାନମନ୍ତ୍ରୀଙ୍କୁ @narendramodi ଭେଟିଛନ୍ତି ।”
SR
(रिलीज़ आईडी: 2174308)
आगंतुक पटल : 60
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam