ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆରଏସଏସର ଶହେ ବର୍ଷକୁ ପ୍ରତିଫଳିତ କରୁଥବା ନିଜ ଭାବନାକୁ ସେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
02 OCT 2025 8:57AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଶତାବ୍ଦୀ ଉପରେ ଏକ ପ୍ରବନ୍ଧରେ ନିଜ ଭାବନାକୁ ସେୟାର କରିଛନ୍ତି । ଆରଏସଏସର ପ୍ରତିଷ୍ଠା ୧୯୨୫ ମସିହା ବିଜୟା ଦଶମୀ ଦିନ ସମାଜସେବା ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଉଦ୍ଦେଶ୍ୟରେ ଗଠନ କରାଯାଇଥିଲା ।
ଏକ୍ସର ଭିନ୍ନ ଭିନ୍ନ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;
“ଶହେ ବର୍ଷ ପୂର୍ବେ ବିଜୟାଦଶମୀ ଦିନ ସମାଜସେବା ଏବଂ ରାଷ୍ଟ୍ରନିର୍ମାଣ ଉଦ୍ଦେଶ୍ୟରେ ଆରଏସଏସର ଜନ୍ମ ହୋଇଥିଲା । ଶହେ ବର୍ଷରୁ ଅଧିକ ସମୟ ଧରି ଅସଂଖ୍ୟ ସ୍ୱୟଂସେବକ ଏହି ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ନିଜ ଜୀବନକୁ ସମର୍ପିତ କରିଛନ୍ତି । ଏ ସମ୍ପର୍କରେ ମୋର ଭାବନା ।
https://www.narendramodi.in/100-years-of-service-to-the-nation ”
SR
(ରିଲିଜ ଆଡି: 2174300)
ପରିଦର୍ଶକ କାଉଣ୍ଟର : 26
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam