ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାଲ୍ମୀକି ଜୟନ୍ତୀରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 17 OCT 2024 9:18AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାଲ୍ମୀକି ଜୟନ୍ତୀ ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି ଯେ,

" ଆପଣସମସ୍ତଙ୍କୁ ବାଲ୍ମୀକିଜୟନ୍ତୀରବହୁତ ବହୁତ ଶୁଭ କାମନା‘।

SSP


(ରିଲିଜ ଆଡି: 2173070) ପରିଦର୍ଶକ କାଉଣ୍ଟର : 37