ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସିଆ କପ୍ ବିଜେତା ଭାରତୀୟ କ୍ରିକେଟ ଟିମକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
29 SEP 2025 12:30AM by PIB Bhubaneshwar
ଏସିଆ କପ୍ ୨୦୨୫ର ଅଭୂତପୂର୍ବ ବିଜୟ ପାଇଁ ଭାରତୀୟ କ୍ରିକେଟ ଟିମକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି;
“କ୍ରୀଡ଼ାର ମୈଦାନରେ ଅପରେସନ ସିନ୍ଦୂର #OperationSindoor
ପରିଣାମ ସମାନ-ଭାରତର ବିଜୟ!
ଆମ କ୍ରିକେଟରଙ୍କୁ ଅଭିନନ୍ଦନ ।”
SR
(रिलीज़ आईडी: 2172711)
आगंतुक पटल : 28
इस विज्ञप्ति को इन भाषाओं में पढ़ें:
Malayalam
,
Kannada
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu