ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନବରାତ୍ରୀର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା

प्रविष्टि तिथि: 24 SEP 2025 8:43AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀର ତୃତୀୟ ଦିନରେ ଆଜି ମା’ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କରିଛନ୍ତି ।

ଏକ୍ସରେ ଏକ ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି;

“ନବରାତ୍ରୀର ତୃତୀୟ ଦିନ ଶାନ୍ତି, ସାହସ, ନିର୍ଭୀକତାର ପ୍ରତୀକ ମା’ ଚନ୍ଦ୍ରଘଣ୍ଟାଙ୍କ ଆରାଧନାରେ ସମର୍ପିତ । ଦେବୀ ମା’ଙ୍କ ଆଶୀର୍ବାଦରେ ପ୍ରତ୍ୟେକଙ୍କ ଜୀବନରେ ସକାରାତ୍ମକତା ସଞ୍ଚାରିତ ହେଉ । ତାଙ୍କ କୃପା ଦେଶବ୍ୟାପୀ ସମସ୍ତ ପରିବାରରେ ସୁଖ-ସମୃଦ୍ଧି ଏବଂ ସୌଭାଗ୍ୟ ଆଣୁ, ଏହି କାମନା ।

https://www.youtube.com/watch?v=DEGcIi9aij8”

SR


(रिलीज़ आईडी: 2170484) आगंतुक पटल : 26
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam