ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ହରିୟାଣା ରାଜ୍ୟପାଳ

ପୋଷ୍ଟ କରାଯିବା ଦିନାଙ୍କ: 26 JUN 2024 12:52PM by PIB Bhubaneshwar

ହରିୟାଣାର ରାଜ୍ୟପାଳ ଶ୍ରୀ ବଂଡାରୁ ଦତ୍ତାତ୍ରେୟ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି ;

“ହରିୟାଣର ରାଜ୍ୟପାଳ ଶ୍ରୀ ବଂଡାରୁ ଦତ୍ତାତ୍ରେୟ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଛନ୍ତି ।

*****

NS/SLP


(ରିଲିଜ ଆଡି: 2169876) ପରିଦର୍ଶକ କାଉଣ୍ଟର : 18