ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହାରାଜ ଅଗ୍ରସେନ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
22 SEP 2025 2:11PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଜା ଅଗ୍ରସେନ ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ମହାରାଜ ଅଗ୍ରସେନ ଜୀଙ୍କ ଜୟନ୍ତୀରେ ତାଙ୍କୁ ସାଦର ପ୍ରଣାମ । ତାଙ୍କର ସମ୍ପୂର୍ଣ୍ଣ ଜୀବନ ସାମାଜିକ ନ୍ୟାୟ ଏବଂ ଏକତାର ପ୍ରତୀକ । ତାଙ୍କର ସଦଭାବନା ଏବଂ ପାରସ୍ପରିକ ଭାଇଚାରାର ସନେ୍ଦଶ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଦେଉଥିବ ।”
SR
(रिलीज़ आईडी: 2169869)
आगंतुक पटल : 23
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam