ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ନାରାୟଣଙ୍କ ଜୟନ୍ତୀରେ, ତାଙ୍କ ଦୃଷ୍ଟିକୋଣକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 07 SEP 2025 4:37PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀ ନାରାୟଣଙ୍କ ଜୟନ୍ତୀଅବସରରେ ତାଙ୍କ ଦୃଷ୍ଟିକୋଣ ଏବଂ ଆମ ସାମାଜିକ ତଥା ଆଧ୍ୟାତ୍ମିକପରିଦୃଶ୍ୟ ଉପରେ ଏହାର ପ୍ରଭାବକୁ ସ୍ମରଣ କରିଛନ୍ତି  ଶ୍ରୀ ମୋଦୀକହିଛନ୍ତି, “ସମାନତାକରୁଣା ଏବଂ ବିଶ୍ୱ ଭ୍ରାତୃତ୍ୱର ତାଙ୍କର ଶିକ୍ଷାବ୍ୟାପକ ଭାବରେ ପ୍ରତିଫଳିତ ହୋଇଥାଏ 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

ଶ୍ରୀ ନାରାୟଣ ଗୁରୁଙ୍କ ଜୟନ୍ତୀରେଆମେ ତାଙ୍କର ଦୃଷ୍ଟିକୋଣ ଏବଂଆମର ସାମାଜିକ ତଥା ଆଧ୍ୟାତ୍ମିକ ପରିଦୃଶ୍ୟ ଉପରେ ପ୍ରଭାବକୁ ସ୍ମରଣକରୁଛୁ  ସମାନତାକରୁଣା ଏବଂ ବିଶ୍ୱ ଭ୍ରାତୃତ୍ୱର ତାଙ୍କର ଶିକ୍ଷାବ୍ୟାପକ ଭାବରେ ପ୍ରତିଫଳିତ ହୁଏ  ସାମାଜିକ ସଂସ୍କାର ଏବଂ ଶିକ୍ଷାକୁଆଗକୁ ବଢ଼ାଇବା ପାଇଁ ତାଙ୍କର ଆହ୍ୱାନ ପିଢ଼ିକୁ ପ୍ରେରଣା ଦେଇଆସୁଛି 

 

SR

 


(रिलीज़ आईडी: 2164535) आगंतुक पटल : 14
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Bengali-TR , Manipuri , Punjabi , Gujarati , Tamil , Telugu , Kannada , Malayalam