ପୋଷ୍ଟ କରାଯିବା ଦିନାଙ୍କ:
07 SEP 2025 4:37PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀ ନାରାୟଣଙ୍କ ଜୟନ୍ତୀଅବସରରେ ତାଙ୍କ ଦୃଷ୍ଟିକୋଣ ଏବଂ ଆମ ସାମାଜିକ ତଥା ଆଧ୍ୟାତ୍ମିକପରିଦୃଶ୍ୟ ଉପରେ ଏହାର ପ୍ରଭାବକୁ ସ୍ମରଣ କରିଛନ୍ତି । ଶ୍ରୀ ମୋଦୀକହିଛନ୍ତି, “ସମାନତା, କରୁଣା ଏବଂ ବିଶ୍ୱ ଭ୍ରାତୃତ୍ୱର ତାଙ୍କର ଶିକ୍ଷାବ୍ୟାପକ ଭାବରେ ପ୍ରତିଫଳିତ ହୋଇଥାଏ ।”
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଶ୍ରୀ ନାରାୟଣ ଗୁରୁଙ୍କ ଜୟନ୍ତୀରେ, ଆମେ ତାଙ୍କର ଦୃଷ୍ଟିକୋଣ ଏବଂଆମର ସାମାଜିକ ତଥା ଆଧ୍ୟାତ୍ମିକ ପରିଦୃଶ୍ୟ ଉପରେ ପ୍ରଭାବକୁ ସ୍ମରଣକରୁଛୁ । ସମାନତା, କରୁଣା ଏବଂ ବିଶ୍ୱ ଭ୍ରାତୃତ୍ୱର ତାଙ୍କର ଶିକ୍ଷାବ୍ୟାପକ ଭାବରେ ପ୍ରତିଫଳିତ ହୁଏ । ସାମାଜିକ ସଂସ୍କାର ଏବଂ ଶିକ୍ଷାକୁଆଗକୁ ବଢ଼ାଇବା ପାଇଁ ତାଙ୍କର ଆହ୍ୱାନ ପିଢ଼ିକୁ ପ୍ରେରଣା ଦେଇଆସୁଛି ।”
SR