ପୋଷ୍ଟ କରାଯିବା ଦିନାଙ୍କ:
30 MAR 2025 11:41AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି;
“ମହାନ ସ୍ୱତନ୍ତ୍ରତା ସେନାନୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ପୁଣ୍ୟତିଥିରେ ଶତ ଶତ ପ୍ରଣାମ । ମା’ ଭାରତୀଙ୍କ ସେବାରେ ତାଙ୍କ ତ୍ୟାଗ ଓ ସମର୍ପଣ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଦେଇ ଚାଲିଥିବ ।”
SR