ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୁଜରାଟ ରାଜ୍ୟପାଳ

प्रविष्टि तिथि: 16 JUL 2025 6:56PM by PIB Bhubaneshwar

ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ପୋଷ୍ଟରେ କୁହାଯାଇଛି:

‘‘ଗୁଜରାଟ ରାଜ୍ୟପାଳ ଶ୍ରୀ @ADevvrat, ପ୍ରଧାନମନ୍ତ୍ରୀ ଶ୍ରୀ @narendramodiଙ୍କୁ ସାକ୍ଷାତ କରିଛନ୍ତି।’’

 

***

 

PS

 

 


(रिलीज़ आईडी: 2158971) आगंतुक पटल : 10
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam