ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭବ୍ୟ ପରେଡରେ ସାଂସ୍କୃତିକ ଐତିହ୍ୟ ଏବଂ ସୈନ୍ୟ ଶକ୍ତିର ପ୍ରଦର୍ଶନ କରାଗଲା: ପ୍ରଧାନମନ୍ତ୍ରୀ
Posted On:
26 JAN 2025 3:41PM by PIB Bhubaneshwar
ଗଣତନ୍ତ୍ର ଦିବସ ସମାରୋହ-୨୦୨୫ର ଝଲକ ସେୟାର କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଭାରତର ବିବିଧତାର ଏକତାର ଜୀବନ ପ୍ରଦର୍ଶନ ଭାବେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି କି ଭବ୍ୟ ପରେଡରେ ସାଂସ୍କୃତିକ ଐତିହ୍ୟ ଏବଂ ସୈନ୍ୟ ଶକ୍ତିର ପ୍ରଦର୍ଶନ କରାଗଲା ।
ଏକ୍ସ ର ଅଲଗା ଅଲଗା ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଗଣତନ୍ତ୍ର ଦିବସ ସମାରୋହ-୨୦୨୫ର କିଛି ଝଲକ...
ଭାରତର ବିବିଧତାରେ ଏକତାର ଜୀବନ୍ତ ପ୍ରଦର୍ଶନ । ଭବ୍ୟ ପରେଡରେ ସାଂସ୍କୃତିକ ଐତିହ୍ୟ ଏବଂ ସୈନ୍ୟ ଶକ୍ତିର ପ୍ରଦର୍ଶନ କରାଗଲା । ଜୀବନ୍ତ ପ୍ରଜ୍ଞାପନ ମେଢ଼ ଗୁଡ଼ିକ ଆମ ରାଜ୍ୟର ସମୃଦ୍ଧ ପରମ୍ପରାକୁ ପ୍ରତିନିଧିତ୍ୱ କରିଛି ।
କର୍ତ୍ତବ୍ୟ ପଥରେ ବାସ୍ତବିକ ଏହା ଥିଲା ଏକ ଭବ୍ୟ ସକାଳ । ଏଠାରେ ଆଉ କିଛି ଝଲକ....”
SR
(Release ID: 2158838)
Visitor Counter : 6
Read this release in:
Malayalam
,
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada