ପୋଷ୍ଟ କରାଯିବା ଦିନାଙ୍କ:
15 AUG 2025 8:28PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗାଲାଣ୍ଡର ରାଜ୍ୟପାଳ ଥିରୁଲା ଗଣେଶନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀତାଙ୍କୁ ଜଣେ ସମର୍ପିତ ରାଷ୍ଟ୍ରବାଦୀ ଭାବରେ ପ୍ରଶଂସା କରିଛନ୍ତି, ଯିଏସେବା ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ ।
ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି;
“ନାଗାଲାଣ୍ଡ ରାଜ୍ୟପାଳ ଥିରୁଲା ଗଣେଶନଙ୍କ ବିୟୋଗରେ ମୁଁ ଦୁଃଖିତ। ତାଙ୍କୁ ଜଣେ ଭକ୍ତ ରାଷ୍ଟ୍ରବାଦୀ ଭାବରେ ମନେ ରଖାଯିବ, ଯିଏ ସେବାଏବଂ ରାଷ୍ଟ୍ର ନିର୍ମାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ । ସେ ସମଗ୍ରତାମିଲନାଡୁରେ ବିଜେପିର ବିସ୍ତାର କରିବା ପାଇଁ କଠିନ ପରିଶ୍ରମକରିଥିଲେ । ସେ ତାମିଲ ସଂସ୍କୃତି ପ୍ରତି ମଧ୍ୟ ଆଗ୍ରହୀ ଥିଲେ । ତାଙ୍କପରିବାର ଏବଂ ପ୍ରଶଂସକମାନଙ୍କ ସହିତ ମୋର ସମବେଦନା ରହିଛି ।ଓମ୍ ଶାନ୍ତି!”
SR