ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟ ତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 16 AUG 2025 8:57AM by PIB Bhubaneswar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହରୀ ବାଜପେୟୀଙ୍କ ପୂଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟ ଶ୍ରୀ ମୋଦୀ ଲେଖିଛନ୍ତି;

“ସମସ୍ତ ଦେଶବାସୀଙ୍କ ତରଫରୁ ପୂର୍ବ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ପୂଣ୍ୟତିଥିରେ ସାଦର ପ୍ରଣାମ । ଦେଶର ସାମଗ୍ରିକ ବିକାଶ ପ୍ରତି ତାଙ୍କର ସମର୍ପଣ ଏବଂ ସେବା ମନୋଭାବ ବିକଶିତ ତଥା ଆତ୍ମନିର୍ଭର ଭାରତ ନିର୍ମାଣରେ ଯୋଗଦାନ ପାଇଁ ସମସ୍ତଙ୍କୁ ପ୍ରେରିତ କରିବ ।”

“ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟ ତିଥିରେ ତାଙ୍କୁ ସ୍ମରଣ କରୁଛି । ଭାରତର ସର୍ବାଙ୍ଗୀନ ଉନ୍ନତି ପ୍ରତି ତାଙ୍କର ସମର୍ପଣ ଏବଂ ସେବା ମନୋଭାବ ଏକ ବିକଶିତ ତଥା ଆତ୍ମନିର୍ଭରଶୀଳ ଭାରତ ନିର୍ମାଣରେ ସମସ୍ତଙ୍କୁ ପ୍ରେରିତ କରିଚାଲିଛି ।”

 

SR


(ରିଲିଜ ଆଡି: 2157149) ପରିଦର୍ଶକ କାଉଣ୍ଟର : 49