ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୭୯ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 AUG 2025 6:44AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭୯ତମ ସ୍ୱାଧୀନତା ଦିବସଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସରେ ପୃଥକ ପୋଷ୍ଟରେ ସେ କହିଛନ୍ତି;

“ସମସ୍ତଙ୍କୁ ସ୍ୱାଧୀନତା ଦିବସର ଅନେକ ଶୁଭକାମନା । ଏହି ଦିନସମସ୍ତ ଦେଶବାସୀଙ୍କ ଜୀବନରେ ନୂଆ ଉତ୍ସାହ ଏବଂ ଉନ୍ମାଦନାଭରିଦେଉ, ଯାହା ଦ୍ୱାରା ବିକଶିତ ଭାରତର ନିର୍ମାଣ ଦୃତ ଗତିରେହୋଇପାରିବ ।”

“ସମସ୍ତଙ୍କୁ ସ୍ୱାଧୀନତା ଦିବସର ଅନେକ ଶୁଭେଚ୍ଛା । ଏହି ଦିନ ଆମକୁଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କର ସ୍ୱପ୍ନକୁ ସାକାର କରିବା ଏବଂଏକ ବିକଶିତ ଭାରତ ଗଠନ କରିବା ପାଇଁ ଆହୁରି କଠିନ ପରିଶ୍ରମକରିବାକୁ ପ୍ରେରଣା ଦେଉ । ଜୟ ହିନ୍ଦ!”

 

SR


(ରିଲିଜ ଆଡି: 2157128) ପରିଦର୍ଶକ କାଉଣ୍ଟର : 56