ରେଳ ମନ୍ତ୍ରଣାଳୟ
azadi ka amrit mahotsav

ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ପ୍ରଶଂସନୀୟ ସେବା ପଦକ ପ୍ରଦାନ କଲେ ରାଷ୍ଟ୍ରପତି

Posted On: 14 AUG 2025 7:59PM by PIB Bhubaneshwar

 

  • ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ଡିଭିଜନାଲ ସିକ୍ୟୁରିଟି କମିଶନର ଶ୍ରୀ ଜି. ମଧୁସୂଦନ ରାଓ ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ସହକାରୀ ସୁରକ୍ଷା କମିଶନର ଶ୍ରୀ କେ. ରାଜଗୋପାଳ ରେଡ୍ଡୀଙ୍କୁ ପ୍ରଶଂସନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଗଲା
  • ପ୍ରଶଂସନୀୟ ସେବା ପାଇଁ ପଦକ ଗ୍ରହଣ କଲେ ୧୫ ଜଣ ଅଧିକାରୀ କର୍ମଚାରୀ

 

ସ୍ୱାଧୀନତା ଦିବସ ୨୦୨୫ ଉପଲକ୍ଷେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରେଳ ପୁଲିସ ବଳ (ଆରପିଏଫ) ଏବଂ ରେଳ ସୁରକ୍ଷା ସ୍ୱତନ୍ତ୍ର ବାହିନୀର ନିମ୍ନଲିଖିତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରିଛନ୍ତି

ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ (ପିଏସଏମ)

  1. ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ଡିଭିଜନାଲ ସୁରକ୍ଷା କମିଶନର ଶ୍ରୀ ଜି. ମଧୁସୂଦନ ରାଓ
  2. ଶ୍ରୀ କେ. ରାଜଗୋପାଳ ରେଡ୍ଡୀ, ସହକାରୀ ସୁରକ୍ଷା କମିଶନର, ଦକ୍ଷିଣ କେନ୍ଦ୍ରୀୟ ରେଳବାଇ

ପ୍ରଶଂସନୀୟ ସେବା ପଦକ

  1. ପଶ୍ଚିମ କେନ୍ଦ୍ରୀୟ ରେଳବାଇର ପ୍ରମୁଖ ସୁରକ୍ଷା ଆୟୁକ୍ତ ତଥା ଆଇଜି ସଞ୍ଜୀବ କୁମାର ଯାଦବ
  2. ରେଳ ସୁରକ୍ଷା ସ୍ୱତନ୍ତ୍ର ବାହିନୀର ଡିଆଇଜି ଶଶି କୁମାର
  3. ଜେଆର ଆରପିଏଫ ଏକାଡେମୀର ଅତିରିକ୍ତ ସୁରକ୍ଷା ଆୟୁକ୍ତ ଅନୁଲ କୁମାର ପାଣ୍ଡେ
  4. ରେଳ ସୁରକ୍ଷା ସ୍ୱତନ୍ତ୍ର ବାହିନୀ ୧୦ ବାଟାଲିୟନର ଅତିରିକ୍ତ କମାଣ୍ଡାଣ୍ଟ ଶ୍ରୀ ବିଜୟ ଶଙ୍କର ସିଂ
  5. ରେଳ ସୁରକ୍ଷା ସ୍ୱତନ୍ତ୍ର ବାହିନୀ ଷଷ୍ଠ ବାଟାଲିୟନର ସୁଭାଷ ଚାନ୍ଦ
  6. ପୂର୍ବତଟ ରେଳବାଇର ଏସଆଇ ଏଲ. ରମନା
  7. ପୂର୍ବତଟ ରେଳବାଇର ଏମ.କେ. ଚନ୍ଦ୍ର ମୋହନ
  8. ରେଳ ସୁରକ୍ଷା ସ୍ୱତନ୍ତ୍ର ବାହିନୀ ସପ୍ତମ ବାଟାଲିୟନର ଏସଆଇ (ଡ୍ରାଇଭର) ଋଷି କୁମାର ଶୁକ୍ଳା
  9. ଉତ୍ତର ରେଳବାଇ ଏସଆଇ ଅନୀଲ କୁମାର
  10. ପୂର୍ବତଟ ରେଳବାଇର ଏଏସଆଇ ଶ୍ୟାମେଳେନ୍ଦୁ ଭୁଷଣ ଚାନ୍ଦ
  11. ରେଳବାଇ ସୁରକ୍ଷା ସ୍ୱତନ୍ତ୍ର ବାହିନୀର ଏଏସଆଇ (ଡ୍ରାଇଭର) କୃଷ୍ଣ କୁମାର
  12. ଜେଜେଆର ଆରପିଏଫ ଏକାଡେମୀର ଏଏସଆଇ ମହେନ୍ଦ୍ର କୁମାର
  13. ଉତ୍ତର ରେଳବାଇ ଏଏସଆଇ ରାଜୀବ କୁମାର ବଶିଷ୍ଠ
  14. ପଶ୍ଚିମ କେନ୍ଦ୍ରୀୟ ରେଳବାଇର ମୁଖ୍ୟ କନେଷ୍ଟବଳ ରାମରାଜ ସିଂ
  15. ପୂର୍ବତଟ ରେଳବାଇର ହେଡ କନେଷ୍ଟବଳ ଅମିତ କୁମାର ମଲ୍ଲିକ।

 

*****

P.S


(Release ID: 2156666)