ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହଜତର ଇମାମ ହୁସେନଙ୍କ ବଳିଦାନ ଧର୍ମ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଏ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 JUL 2025 8:12AM by PIB Bhubaneswar

 

ହଜରତ ଇମାମ ହୁସେନ (ଏଏସ)ଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନ ଧର୍ମ ପ୍ରତି ଥିବା ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସେ ଲୋକମାନଙ୍କୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସତ୍ୟର ମାର୍ଗରେ ଦୃଢ଼ ରହିବା ପାଇଁ ପ୍ରେରଣା ଦିଅନ୍ତି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ହଜରତ ଇମାମ ହୁସେନ (ଏଏସ୍‌)ଙ୍କ ବଳିଦାନ ଧର୍ମ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ସ୍ମରଣ କରାଏ । ସେ ଲୋକମାନଙ୍କୁ ପ୍ରତିକୂଳ ପରିସ୍ଥିତିରେ ସତ୍ୟର ମାର୍ଗ ଆପଣେଇବାକୁ ପ୍ରେରିତ କରିଥାନ୍ତି ।”

 

SR


(ରିଲିଜ ଆଡି: 2142753) ପରିଦର୍ଶକ କାଉଣ୍ଟର : 41