ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଷାଢ଼ୀ ଏକାଦଶୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
06 JUL 2025 7:59AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଷାଢ଼ୀ ଏକାଦଶୀଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆମେ ଭଗବାନବିଟ୍ଠଲଙ୍କ ନିକଟରେ ପ୍ରାର୍ଥନା କରିବା ସହ ଆମ ସମସ୍ତଙ୍କ ଉପରେତାଙ୍କର ନିରନ୍ତର ଆଶୀର୍ବାଦ କାମନା କରୁଛୁ ବୋଲି ଶ୍ରୀ ମୋଦୀକହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଦେଶବାସୀଙ୍କୁ ଆଷାଢ଼ୀ ଏକାଦଶୀର ଅନେକ ଶୁଭକାମନା । ଏହିପବିତ୍ର ଉତ୍ସବ ଆମ ସମସ୍ତଙ୍କ ପାଇଁ ଲାଭଦାୟକ ହେଉ, ଏହା ହିଁମୋର କାମନା ।”
“ଏକାଦଶୀର ଶୁଭକାମନା! ଆମେ ଭଗବାନ ବିଟ୍ଠଲଙ୍କ ନିକଟରେପ୍ରାର୍ଥନା କରୁଛୁ ଏବଂ ଆମ ସମସ୍ତଙ୍କ ଉପରେ ତାଙ୍କର ଆଶୀର୍ବାଦନିରନ୍ତର ରହୁ ବୋଲି କାମନା କରୁଛୁ । ଏଥିସହ ଭଗବାନ ବିଟ୍ଠଲଆମକୁ ଏକ ସୁଖ ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ସମାଜ ଗଠନରେମାର୍ଗଦର୍ଶନ କରନ୍ତୁ । ଆମେ ମଧ୍ୟ ଗରିବ ଏବଂ ଦଳିତମାନଙ୍କର ସେବାକରିଚାଲିଥିବା ।”
SR
(Release ID: 2142750)
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam