ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାମବିଳାସ ପାଶ୍ୱାନଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 05 JUL 2025 8:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀରାମବିଳାସ ପାଶ୍ୱାନଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶ୍ରୀମୋଦୀ କହିଛନ୍ତି, ଦଳିତ, ପଛୁଆ ବର୍ଗ ଏବଂ ଅବହେଳିତଙ୍କ ଅଧିକାରପାଇଁ ରାମବିଳାସ ପାଶ୍ୱାନ ଜୀଙ୍କ ଲଢ଼େଇ କେବେ ବି ଭୁଲି ହେବନାହିଁ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି,

“ପୂର୍ବ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ ଜୀଙ୍କୁ ତାଙ୍କ ଜୟନ୍ତ୍ରୀରେ ବିନମ୍ରଶ୍ରଦ୍ଧାଞ୍ଜଳି । ତାଙ୍କର ସମ୍ପୂର୍ଣ୍ଣ ଜୀବନ ସାମାଜିକ ନ୍ୟାୟ ପାଇଁ ସମର୍ପିତ। ଦଳିତ, ପଛୁଆ ଏବଂ ବଂଚିତ ବର୍ଗଙ୍କ ଅଧିକାର ପାଇଁ ତାଙ୍କସଂଘର୍ଷକୁ କେବେ ବି ଭୁଲି ହେବନାହିଁ ।”

SR  


(रिलीज़ आईडी: 2142740) आगंतुक पटल : 7
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam