ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୁଶ୍ରୀ କେ ଭି ରାବିୟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

Posted On: 05 MAY 2025 4:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଦ୍ମ ଶ୍ରୀ ପୁରସ୍କାର ବିଜେତା ସୁଶ୍ରୀ କେ ଭି ରାବିୟାଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ।

ଏକ୍ସ ର ଭିନ୍ନ ଭିନ୍ନ ପୋଷ୍ଟରେ ସେ ଲେଖିଛନ୍ତି:

“ପଦ୍ମ ଶ୍ରୀ ପୁରସ୍କାର ବିଜେତା ସୁଶ୍ରୀ କେ ଭି ରାବିୟାଙ୍କ ପରଲୋକରେ ଗଭୀର ମର୍ମାହତ । ସାକ୍ଷରତା କ୍ଷେତ୍ରରେ ସୁଧାର ଆଣିବା ଦିଗରେ ତାଙ୍କର ଅଗ୍ରଣୀ କାର୍ଯ୍ୟ ସର୍ବଦା ମନେ ରହିବ । ତାଙ୍କର ସାହସ ଏବଂ ଦୃଢ଼ ସଂକଳ୍ପ, ବିଶେଷ କରି ପୋଲିଓ ସହ ସେ ଯେପରି ଲଢ଼େଇ ଲଢ଼ିଛନ୍ତି, ଏହା ମଧ୍ୟ ବହୁତ ପ୍ରେରଣାଦାୟକ ଥିଲା । ଏହି ଦୁଃଖର ସମୟରେ ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ।”

SR


(Release ID: 2127209)