ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭଗବାନ ପର୍ଶୁରାମ ଜୟନ୍ତୀରେ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 29 APR 2025 9:49AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭଗବାନ ପର୍ଶୁରାମଙ୍କ ଜୟନ୍ତୀରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଭଗବାନ ପର୍ଶୁରାମଙ୍କ ଜୟନ୍ତୀରେ ସମସ୍ତ ଦେଶବାସୀଙ୍କୁ ବହୁତ ବହୁତ ଶୁଭକାମନା । ଶସ୍ତ୍ର ଏବଂ ଶାସ୍ତ୍ରର ଦିବ୍ୟ ଜ୍ଞାନ ପାଇଁ ପୂଜନୀୟ ଭଗବାନ ପର୍ଶୁରାମ ଙ୍କ କୃପାରେ ସମସ୍ତଙ୍କ ଜୀବନ ସାହସ ଓ ସାମର୍ଥ୍ୟରେ ପରିପୂର୍ଣ୍ଣ ରହୁ, ମୋର ଏହି କାମନା ।”

SR


(Release ID: 2125416) Visitor Counter : 19