ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡ. ଆମ୍ବେଦକର କିପରି ନ୍ୟାୟ, ସମ୍ମାନ ଏବଂ ଆତ୍ମନିର୍ଭରତା ଆଧାରିତ ଭାରତର ସବୁଠୁ ପ୍ରାରମ୍ଭିକ ଏବଂ ପ୍ରଭାବଶାଳୀ ନ୍ୟାୟକୁ ନୂଆ ରୂପ ଦେଇଥିଲେ, ସେ ସମ୍ପର୍କିତ ଲେଖକୁ ସେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 16 APR 2025 1:33PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ରଚିତ ଏକ ଲେଖ ସେୟାର କରିଛନ୍ତି । ଏହି ଲେଖଟି ଡ. ଆମ୍ବେଦକର କିପରି ନ୍ୟାୟ, ସମ୍ମାନ ଏବଂ ଆତ୍ମନିର୍ଭରତା ଆଧାରିତ ଭାରତର ସବୁଠୁ ପ୍ରାରମ୍ଭିକ ଏବଂ ପ୍ରଭାବଶାଳୀ ନ୍ୟାୟକୁ ନୂଆ ରୂପ ଦେଇଥିଲେ ତାହା ଉପରେ ପର୍ଯ୍ୟବସିତ ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି:

“କେନ୍ଦ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ @arjunrammeghwal ବର୍ଣ୍ଣନା କରିଛନ୍ତି କିପରି ଡ. ଆମ୍ବେଦକର କିପରି ନ୍ୟାୟ, ସମ୍ମାନ ଏବଂ ଆତ୍ମନିର୍ଭରତା ଆଧାରିତ ଭାରତର ସବୁଠୁ ପ୍ରାରମ୍ଭିକ ଏବଂ ପ୍ରଭାବଶାଳୀ ନ୍ୟାୟକୁ ନୂଆ ରୂପ ଦେଇଥିଲେ ।

https://indianexpress.com/article/opinion/arjun-ram-meghwal-writes-ambedkar-the-economist-9946393/

via NaMo App”

SR


(रिलीज़ आईडी: 2125040) आगंतुक पटल : 31
इस विज्ञप्ति को इन भाषाओं में पढ़ें: English , Urdu , Nepali , Marathi , हिन्दी , Manipuri , Assamese , Bengali-TR , Bengali , Punjabi , Gujarati , Tamil , Telugu , Kannada , Malayalam