ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଯମୁନା ସଫେଇ ଏବଂ ପୁନରୁଦ୍ଧାର ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 17 APR 2025 10:51PM by PIB Bhubaneswar

 

ଯମୁନା ସଫେଇ ଏବଂ ପୁନରୁଦ୍ଧାର ସମ୍ପର୍କିତ ଏକ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଅଧ୍ୟକ୍ଷତା କରିବା ସହ ଦିଲ୍ଲୀର ପାନୀୟ ଜଳ ସମସ୍ୟା ଉପରେ ଆଲୋଚନା କରିଛନ୍ତି ଦିଲ୍ଲୀର ଲୋକଙ୍କ ପାଇଁ ବିଶ୍ୱସ୍ତରୀୟ ମୌଳିକ ଭିତ୍ତିଭୂମି ସୁବିଧା ଏବଂଇଜ ଅଫ ଲିଭିଙ୍ଗ ସକାଶେ ଦିଲ୍ଲୀ ସରକାରଙ୍କ ସହ ମିଶି କେନ୍ଦ୍ର ସରକାର କାମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ

ସେ ଏକ୍ସ ରେ ଲେଖିଛନ୍ତି:

ଗତକାଲି ଯମୁନା ସଫେଇ ଏବଂ ପୁନରୁଦ୍ଧାର ସମ୍ପର୍କିତ ଏକ ବୈଠକରେ ଅଧ୍ୟକ୍ଷତା କଲି ଏବଂ ଦିଲ୍ଲୀର ପାନୀୟ ଜଳ ସମସ୍ୟା ଉପରେ ମଧ୍ୟ ଆଲୋଚନା କଲି କେନ୍ଦ୍ର ସରକାର ଦିଲ୍ଲୀର ମୋ ଭାଇ ଭଉଣୀଙ୍କ ପାଇଁ ବିଶ୍ୱସ୍ତରୀୟ ମୌଳିକ ଭିତ୍ତିଭୂମି ସୁବିଧା ସୃଷ୍ଟି ଏବଂଇଜ ଅଫ ଲିଭିଙ୍ଗ ସକାଶେ ମିଳିମିଶି କାମ କରିବେ

SR


(ରିଲିଜ ଆଡି: 2122801) ପରିଦର୍ଶକ କାଉଣ୍ଟର : 47