ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାବୀର ଜୟନ୍ତୀରେ ଭଗବାନ ମହାବୀରଙ୍କ ଆଦର୍ଶର ଗଭୀର ପ୍ରଭାବକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 APR 2025 3:30PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାବୀର ଜୟନ୍ତୀ ଅବସରରେ ଭଗବାନ ମହାବୀରଙ୍କ କାଳଜୟୀ ଶିକ୍ଷାକୁ ସ୍ମରଣ କରିଛନ୍ତି ତଥା ନିଜ ଜୀବନରେ ତାଙ୍କ ଶିକ୍ଷାର ଗଭୀର ପ୍ରଭାବକୁ ମନେ ପକାଇଛନ୍ତି

ଏକ୍ସରେ ମୋଦି ଆର୍କାଇଭ୍ ଏକ ପୋଷ୍ଟରେ ଭଗବାନ ମହାବୀରଙ୍କ ଶିକ୍ଷା ଏବଂ ଜୈନ ସମ୍ପ୍ରଦାୟ ସହିତ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘକାଳୀନ ଆଧ୍ୟାତ୍ମିକ ସମ୍ବନ୍ଧ ସମ୍ପର୍କରେ ବର୍ଣ୍ଣନା କରାଯାଇଛି

ମୋଦି ଆର୍କାଇଭର ଏକ୍ସ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ଭଗବାନ ମହାବୀରଙ୍କ ଆଦର୍ଶ ଅଗଣିତ ଲୋକଙ୍କୁ ପ୍ରେରିତ କରିଛି, ସେମାନଙ୍କ ମଧ୍ୟରେ ମୁଁ ମଧ୍ୟ ରହିଛି ତାଙ୍କ ଚିନ୍ତାଧାରା ଏକ ଶାନ୍ତିପୂର୍ଣ୍ଣ ଏବଂ କରୁଣାମୟ ବିଶ୍ୱ ନିର୍ମାଣ କରିବାର ପଥ ଦେଖାଇଥାଏ

 

SR


(ରିଲିଜ ଆଡି: 2120871) ପରିଦର୍ଶକ କାଉଣ୍ଟର : 39