ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାତ୍ମା ଫୁଲେଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 APR 2025 8:55AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାତ୍ମା ଫୁଲେଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ତାଙ୍କୁ ମାନବତାର ଜଣେ ସଚ୍ଚା ସେବକ ଭାବରେ ପ୍ରଶଂସା କରିଛନ୍ତି

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

ମାନବତାର ପ୍ରକୃତ ସେବକ ମହାତ୍ମା ଫୁଲେଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସାଦର ପ୍ରଣାମ ସେ ସମାଜର ଅବହେଳିତ ତଥା ପଛୁଆ ଗର୍ବର ଲୋକଙ୍କ କଲ୍ୟାଣ ପାଇଁ ନିଜର ଜୀବନ ସମର୍ପିତ କରିଥିଲେ ଦେଶ ପାଇଁ ତାଙ୍କର ଅମୂଲ୍ୟ ଯୋଗଦାନ ପ୍ରତ୍ୟେକ ପିଢ଼ିକୁ ପ୍ରେରିତ କରିବ

 

SR


(ରିଲିଜ ଆଡି: 2120870) ପରିଦର୍ଶକ କାଉଣ୍ଟର : 53