ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀଲଙ୍କାର ବିରୋଧୀ ଦଳ ନେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
Posted On:
05 APR 2025 9:43PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଲମ୍ବୋରେ ଶ୍ରୀଲଙ୍କାର ବିରୋଧୀ ଦଳ ନେତା ଶ୍ରୀ ସାଜିଥ୍ ପ୍ରେମଦାସାଙ୍କୁ ଭେଟିଛନ୍ତି ।
ଏକ୍ସର ଏକ ସ୍ୱତନ୍ତ୍ର ପୋଷ୍ଟରେ ସେ ଲେଖିଛନ୍ତି:
“ଶ୍ରୀଲଙ୍କାର ବିରୋଧୀ ଦଳ ନେତା ଶ୍ରୀ ସାଜିଥ୍ ପ୍ରେମଦାସାଙ୍କୁ ଭେଟି ଖୁସି ହେଲି । ଭାରତ-ଶ୍ରୀଲଙ୍କା ବନ୍ଧୁତ୍ୱକୁ ସୁଦୃଢ଼ କରିବା ଦିଗରେ ତାଙ୍କର ବ୍ୟକ୍ତିଗତ ଅବଦାନ ଓ ପ୍ରତିବଦ୍ଧତାକୁ ପ୍ରଶଂସା କଲି । ଆମର ସ୍ୱତନ୍ତ୍ର ସହଭାଗିତାକୁ ଶ୍ରୀଲଙ୍କାରେ ଦଳମତ ନିର୍ବିଶେଷରେ ସମର୍ଥନ ମିଳିଥିଲା । ଆମର ସହଯୋଗ ଏବଂ ମଜବୁତ୍ ବିକାଶ ଭାଗିଦାରୀତା ଦୁଇ ଦେଶର ଜନସାଧାରଣଙ୍କ କଲ୍ୟାଣ ଦ୍ୱାରା ନିଦେ୍ର୍ଦଶିତ ।”
SR
(Release ID: 2119457)
Visitor Counter : 9
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam