ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଫଳାଫଳ ତାଲିକା : ପ୍ରଧାନମନ୍ତ୍ରୀଙ୍କ ଥାଇଲାଣ୍ଡ ଗସ୍ତ
ପୋଷ୍ଟ କରାଯିବା ଦିନାଙ୍କ:
03 APR 2025 5:57PM by PIB Bhubaneswar
୧. ଭାରତ-ଥାଇଲାଣ୍ଡ ରଣନିତିକ ସହଭାଗୀତା ପାଇଁ ମିଳିତ ଘୋଷଣାନାମା
୨. ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଥାଇଲାଣ୍ଡର ଡିଜିଟାଲ୍ ଅର୍ତନୀତି ଏବଂ ସମାଜ ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା
୩. ଗୁଜରାଟର ଲୋଥାଲରେ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପେ୍ଲକ୍ସ (ଏନ୍ଏମ୍ଏଚ୍ସି) ବିକାଶ ପାଇଁ ଭାରତ ସରକାରଙ୍କ ବନ୍ଦର, ଜାହଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ସାଗରମାଳା ବିଭାଗ ଏବଂ ଥାଇଲାଣ୍ଡର ସଂସ୍କୃତି ମନ୍ତ୍ରଣାଳୟର ଲଳିତ କଳା ବିଭାଗ ମଧ୍ୟରେ ବୁଝାମଣା
୪. ସୁକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସହଯୋଗ ପାଇଁ ଭାରତର ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ ଲିମିଟେଡ (ଏନ୍ଏସ୍ଆଇସି) ଏବଂ ଥାଇଲାଣ୍ଡର କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗ ପ୍ରୋତ୍ସାହନ କାର୍ଯ୍ୟାଳୟ (ଓଏସ୍ଏମ୍ଇପି) ମଧ୍ୟରେ ବୁଝାମଣା
୫. ଭାରତର ଉତ୍ତର-ପୂର୍ବ କ୍ଷେତ୍ରର ବିକାଶ ମନ୍ତ୍ରଣାଳୟ (ଏମ୍ଡିଓଏନ୍ଇଆର୍) ଏବଂ ଥାଇଲାଣ୍ଡର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା
୬. ଭାରତର ଉତ୍ତର-ପୂର୍ବ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ବିକାଶ ନିଗମ ଲିମିଟେଡ (ଏନ୍ଇଏଚ୍ଏଚ୍ଡିସି) ଏବଂ ଥାଇଲାଣ୍ଡ ସରକାରଙ୍କ ସୃଜନଶୀଳ ଅର୍ଥନୀତି ସଂସ୍ଥା (ସିଇଏ) ମଧ୍ୟରେ ବୁଝାମଣା
SR
(ରିଲିଜ ଆଡି: 2118547)
ପରିଦର୍ଶକ କାଉଣ୍ଟର : 46
ଏହି ରିଲିଜ ପଢନ୍ତୁ :
Bengali
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam