ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ଆସନ୍ତାକାଲି ରାୟପୁର ଠାରେ ଛତିଶଗଡ଼ ବିଧାନସଭାର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି



ନୟାଗଡ଼ କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ କରିବେ ଅଂଶଗ୍ରହଣ

ପୋଷ୍ଟ କରାଯିବା ଦିନାଙ୍କ: 23 MAR 2025 8:43PM by PIB Bhubaneshwar

 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଛତିଶଗଡ଼ ଏବଂ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ରାୟପୁରଠାରେ ଛତିଶଗଡ଼ ବିଧାନସଭାର ରୌପ୍ୟ ଜୟନ୍ତୀ ସମାରୋହରେ ଅଂଶଗ୍ରହଣ କରିବେ। ଏହାବ୍ୟତୀତ ସେ ଆସନ୍ତାକାଲି ଓଡ଼ିଶାର ନୟାଗଡ଼ କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ ଅତିଥି ଭାବେ ଯୋଗ ଦେବେ ।

******

P.S/Swadhin/Manoj


(ରିଲିଜ ଆଡି: 2114223) ପରିଦର୍ଶକ କାଉଣ୍ଟର : 63