ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ
azadi ka amrit mahotsav

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହେଲେ ଶ୍ରୀ ଜଷ୍ଟିସ୍‌ ହରିଶ ଟଣ୍ଡନ

प्रविष्टि तिथि: 21 MAR 2025 1:30PM by PIB Bhubaneshwar

 

କଲିକତା ଉଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀ ଜଷ୍ଟିସ୍‌ ହରିଶ ଟଣ୍ଡନ ଓଡ଼ିଶା ଉଚ୍ଚନ୍ୟାୟାଳୟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ସମ୍ବିଧାନର ଧାରା ୨୧୭ ଖଣ୍ଡ (୧)ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ତାଙ୍କୁ ନିଯୁକ୍ତି ଦେଇଛନ୍ତି ।

******

P.S.


(रिलीज़ आईडी: 2113866) आगंतुक पटल : 36
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Bengali , Punjabi , Gujarati , Tamil , Malayalam