ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦେଶବାସୀଙ୍କୁ ମହାଶିବରାତ୍ରିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
26 FEB 2025 9:00AM by PIB Bhubaneshwar
ଆଜି ପବିତ୍ର ମହାଶିବରାତ୍ରି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ସମସ୍ତ ଦେଶବାସୀଙ୍କୁ ଭଗବାନ ଭୋଳାନାଥଙ୍କୁ ସମର୍ପିତ ପବିତ୍ର ପର୍ବ ମହାଶିବରାତ୍ରିର ଅନେକ ଶୁଭକାମନା । ଏହି ଦିବ୍ୟ ଅବସର ଆପଣମାନଙ୍କ ପାଇଁ ସୁଖ, ସମୃଦ୍ଧି ତଥା ଉତ୍ତମ ସ୍ୱାସ୍ଥ୍ୟ ଆଣିଦେବା ସହ ବିକଶିତ ଭାରତର ସଂକଳ୍ପକୁ ଅଧିକ ସୁଦୃଢ଼ କରୁ, ଏହା ହିଁ ମୋର କାମନା । ହର-ହର ମହାଦେବ!”
SR
(रिलीज़ आईडी: 2106747)
आगंतुक पटल : 28
इस विज्ञप्ति को इन भाषाओं में पढ़ें:
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam