ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭୋପାଳରେ ଶ୍ରଦ୍ଧେୟ ଶ୍ରୀ କୁଶାଭାଉ ଡାକରେଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 23 FEB 2025 10:07PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୋପାଳରେ ଶ୍ରଦ୍ଧେୟ ଶ୍ରୀ କୁଶାଭାଉ ଠାକରେଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଭୋପାଳରେ ଶ୍ରଦ୍ଧେୟ କୁଶାଭାଉ ଠାକରେ ଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା-ସୁମନ ଅର୍ପଣ କଲି । ତାଙ୍କ ଜୀବନୀ ଦେଶବ୍ୟାପୀ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରେରଣା ଯୋଗାଉଛି । ସାର୍ବଜନୀକ ଜୀବନରେ ମଧ୍ୟ ତାଙ୍କ ଯୋଗଦାନ ସର୍ବଦା ସ୍ମରଣୀୟ ରହିବ ।”

SR


(रिलीज़ आईडी: 2106304) आगंतुक पटल : 28
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam