ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମେଦବହୁଳତା ବିରୋଧରେ ଲଢ଼େଇ ଓ ଫିଟନେସକୁ ପ୍ରୋତ୍ସାହିତ କରିବା ଦିଗରେ ନିରଜ ଚୋପ୍ରାଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 12 FEB 2025 12:41PM by PIB Bhubaneswar

ମେଦବହୁଳତା ବିରୋଧରେ ଲଢ଼େଇ ଓ ଫିଟନେସକୁ ପ୍ରୋତ୍ସାହିତ କରିବା ଦିଗରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ମେଦବହୁଳତା ବିରୋଧରେ ଲଢ଼େଇ ଏବଂ ସୁସ୍ଥ ଜୀବନଶୈଳୀ ଜାରି ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ଫିଟ୍ ଇଣ୍ଡିଆ ଦିଗରେ ସାମୁହିକ ପ୍ରୟାସ ସମ୍ପର୍କରେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି;

“ନିରଜ ଚୋପ୍ରାଙ୍କ ଦ୍ୱାରା ଲିଖିତ ଏକ ଅନ୍ତଃଦୃଷ୍ଟି ଏବଂ ପ୍ରୋତ୍ସାହନମୂଳକ ପ୍ରବନ୍ଧ ମେଦବହୁଳତା ବିରୋଧରେ ଲଢ଼େଇ ଏବଂ ସୁସ୍ଥ ରହିବା ଉପରେ ଜୋର୍ ଦେଇଛି ।

SR


(रिलीज़ आईडी: 2102640) आगंतुक पटल : 50
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam