ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଥିରୁ ଏମ୍ ଜି ରାମଚନ୍ଦ୍ରନ୍‌ଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 17 JAN 2025 9:56AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥିରୁ ଏମ୍.ଜି. ରାମଚନ୍ଦ୍ରନ୍ଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଯେ, ଗରୀବମାନଙ୍କୁ ସଶକ୍ତ କରିବା ଏବଂ ଏକ ଉନ୍ନତ ସମାଜ ଗଠନ କରିବା ପାଇଁ ତାଙ୍କ ଉଦ୍ୟମ ଦ୍ୱାରା ଆମେ ଅତ୍ୟଧିକ ଅନୁପ୍ରାଣିତ

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

ମୁଁ ଥିରୁ ଏମ୍ଜିଆର୍ଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଗରୀବମାନଙ୍କୁ ସଶକ୍ତ କରିବା ଏବଂ ଏକ ଉନ୍ନତ ସମାଜ ଗଠନ କରିବା ପାଇଁ ତାଙ୍କ ଉଦ୍ୟମ ଦ୍ୱାରା ଆମେ ଅତ୍ୟଧିକ ଅନୁପ୍ରାଣିତ

 

SR


(ରିଲିଜ ଆଡି: 2093942) ପରିଦର୍ଶକ କାଉଣ୍ଟର : 56