ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପବିତ୍ର ମକର ସଂକ୍ରାନ୍ତି, ଉତ୍ତରାୟଣ ଏବଂ ମାଘ ବିହୁ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
14 JAN 2025 8:40AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପବିତ୍ର ମକର ସଂକ୍ରାନ୍ତି, ଉତ୍ତରାୟଣ ଏବଂ ମାଘ ବିହୁ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସରେ ଭିନ୍ନ ଭିନ୍ନ ପୋଷ୍ଟରେ ସେ ଲେଖିଛନ୍ତି :
“ସମସ୍ତ ଦେଶବାସୀଙ୍କୁ ମକର ସଂକ୍ରାନ୍ତିର ଅନେକ ଶୁଭକାମନା । ଉତ୍ତାୟଣ ସୂର୍ଯ୍ୟଙ୍କୁ ସମର୍ପିତ ଏହି ପବିତ୍ର ଉତ୍ସବ ଆପଣମାନଙ୍କ ଜୀବନରେ ନୂଆ ଉର୍ଜା ଏବଂ ଉତ୍ସାହ ଭରିଦେଉ ।”
“ଆପଣଙ୍କର ଉତ୍ତରାୟଣ ମଙ୍ଗଳମୟ ହେଉ ! ଏହି ପର୍ବ ସମସ୍ତଙ୍କ ଜୀବନରେ ସଫଳତା ଏବଂ ଖୁସି ଆଣୁ ।”
“ମାଘ ବିହୁର ଶୁଭେଚ୍ଛା ! ଆମେ ପ୍ରକୃତିର ପ୍ରଚୁରତା, ଅମଳର ଆନନ୍ଦ ଏବଂ ଏକତାର ଭାବନାକୁ ପାଳନ କରୁ । ଏହି ପର୍ବ ସୁଖ ଏବଂ ଏକତାର ଭାବନାକୁ ଆହୁରି ବୃଦ୍ଧି କରୁ ।”
SR
(रिलीज़ आईडी: 2092704)
आगंतुक पटल : 56
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam