ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରକାଶ ଉତ୍ସବ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
06 JAN 2025 9:33AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରକାଶ ଉତ୍ସବ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ତାଙ୍କର ଚିନ୍ତାଧାରା ଆମକୁ ପ୍ରଗତିଶୀଳ, ସମୃଦ୍ଧ ଏବଂ କରୁଣାମୟ ସମାଜ ଗଠନ ପାଇଁ ପ୍ରେରଣା ଯୋଗାଉଛି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
“ମୁଁ ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କୁ ତାଙ୍କର ପ୍ରକାଶ ଉତ୍ସବରେ ପ୍ରଣାମ କରୁଛି । ତାଙ୍କର ଚିନ୍ତାଧାରା ଆମକୁ ଏକ ପ୍ରଗତିଶୀଳ, ସମୃଦ୍ଧ ଏବଂ କରୁଣାମୟ ସମାଜ ଗଠନ କରିବା ପାଇଁ ପ୍ରେରଣା ଯୋଗାଉଛି ।”
SR
(ରିଲିଜ ଆଡି: 2090513)
ପରିଦର୍ଶକ କାଉଣ୍ଟର : 86
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam